ଆଜି ଜାତୀୟ ପ୍ରେସ୍‌ ଦିବସ

ନୂଆଦିଲ୍ଲୀ : ଆଜି ଜାତୀୟ ପ୍ରେସ୍‌ ଦିବସ। ୧୯୬୬ ନଭେମ୍ବର‌ ୧୬ରେ କେନ୍ଦ୍ର ସରକାର ‘ଭାରତୀୟ ପ୍ରେସ୍‌ କାଉନ୍‌ସିଲ୍‌’ ଗଠନ କରିଥିଲେ। ଯଦି ସମ୍ବାଦପତ୍ର ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୁଏ, ‘ପ୍ରେସ୍‌ କାଉନ୍‌ସିଲ୍‌’ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ। ସମ୍ବାଦପତ୍ରଗୁଡ଼ିକର କାର୍ଯ୍ୟ-କଳାପ ଉପରେ ସତର୍କ ଦୃଷ୍ଟି ରଖିବା, ଆବଶ୍ୟକ ସ୍ଥଳରେ ପରାମର୍ଶ ଦେବା, ସମୀକ୍ଷା କରିବା, ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରିବା ଆଦି ଏହାର ମୁଖ୍ୟ କାର୍ଯ୍ୟ। … Continue reading ଆଜି ଜାତୀୟ ପ୍ରେସ୍‌ ଦିବସ